or_tn/rom/10/07.md

12 lines
1.5 KiB
Markdown

# Who will descend into the abyss
ମୋଶା ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବାପାଇଁ ଗୋଟିଏ ପ୍ରଶ୍ନ ବ୍ୟବହାର କରନ୍ତି I ତାହାଙ୍କ “କୁହ ନାହିଁ” ବୋଲି ଥିବା ପୂର୍ବ ନିର୍ଦ୍ଦେଶ, ଏହି ପ୍ରଶ୍ନ ପାଇଁ ଏକ ନାକାରାତ୍ମକ ଉତ୍ତର ଆବଶ୍ୟକ କରେ I ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହି ହେଲେ ସୁଦ୍ଧା ମୃତ ଲୋକମାନଙ୍କ ଆତ୍ମା ରହିଥିବା ସ୍ଥାନକୁ ଯାଇପାରେ ନାହିଁ” (ଦେଖ:[[rc://*/ta/man/translate/figs-rquestion]])
# from the dead
ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ। ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ ଯେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନେ କବର ସ୍ଥାନରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ପୁନର୍ବାର ଉଠାଇ ଅଣାଯିବାର ଅର୍ଥ ପୁନର୍ଜୀବିତ ହେବା I
# dead
ଏହି ଶବ୍ଦ ଶାରୀରିକ ମୃତ୍ୟୁ ବିଷୟରେ କହେ I