or_tn/rom/10/05.md

1.6 KiB
Raw Permalink Blame History

the righteousness that comes from the law

ପାଉଲ “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜୀବନ୍ତ ଓ ସ୍ଥାନାନ୍ତରିତ ହେବା ନିମନ୍ତେ ସକ୍ଷମ ଅଟେ I ଅନ୍ୟ ଏକ ଅନୁବାଦରେ: “କିପରି ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ଈଶ୍ବରଙ୍କ ଛାମୁରେ ଧାର୍ମିକ କରିପାରିବ” (ଦେଖ:rc://*/ta/man/translate/figs-personification)

The man who does the righteousness of the law will live by this righteousness

ବ୍ୟବସ୍ଥା ଦ୍ବାରା ଈଶ୍ବରଙ୍କ ନିକଟରେ ଧାର୍ମିକ ହେବାକୁ ହେଲେ, ଜଣେ ବ୍ୟକ୍ତି ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ, ଯାହା ସମ୍ଭବ ନୁହେଁ I ଅନ୍ୟ ଏକ ଅନୁବାଦରେ: ଯେଉଁ ଜଣ ସଂପୂର୍ଣ୍ଣ ରୂପେ ବ୍ୟବସ୍ଥାକୁ ପାଳନ କରେ, ସେ ଜୀବିତ ରହିବ, କାରଣ ବ୍ୟବସ୍ଥା ତାହାଙ୍କୁ ଈଶ୍ବରଙ୍କ ନିକଟରେ ଧାର୍ମିକ କରିବ” (ଦେଖ:rc://*/ta/man/translate/figs-explicit)

will live

“ଜୀବିତ ରହିବ” ଶବ୍ଦଟି ସୂଚିତ କରେ ୧) ଅନନ୍ତ ଜୀବନ ବା ) ଈଶ୍ବରଙ୍କ ସହିତ ସହଭାଗିତାରେ ମୃତ୍ୟୁ ଯୋଗ୍ୟ ଜୀବନ