or_tn/rom/09/33.md

1.9 KiB

as it has been written

ତୁମ୍ଭେମାନେ ସୂଚାଇପାରିବ ଯେ ଯିଶାଇୟ ଏହା ଲେଖିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଯିଶାଇୟ ଭବିଷ୍ୟତ ବକ୍ତା ଲେଖିଥିଲେ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

in Zion

ଏଠାରେ ସିୟୋନ ଏକ ଉପମା ଅଟେ, ଯାହା ଇଶ୍ରାୟେଲକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲରେ” (ଦେଖ:rc://*/ta/man/translate/figs-metonymy)

stone of stumbling and a rock of offense

ଉଭୟ ବାକ୍ୟାଂଶର ଅର୍ଥ ସମାନ ଅଟେ ଓ ସେମାନେ ରୂପକ ଅଟନ୍ତି, ଯାହା ଯୀଶୁ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ବିଷୟକୁ ଉଲ୍ଲେଖ କରେ I ଏହା ଏପରି ଥିଲା ଯେ ସତେ ଯେପରି ଲୋକମାନେ ପଥରରେ ଝୁଣ୍ଟି ପଡିଥିଲେ,କାରଣ ଯେତେବେଳେ ସେମାନେ କ୍ରୁଶରେ ହତ ଯୀଶୁଙ୍କ ମୃତ୍ୟୁ ବିଷୟରେ ଭାବୁଥିଲେ ବା ଶୁଣୁଥିଲେ, ସେମାନେ ବିବ୍ରତ ହୋଇଥିଲେ I (ଦେଖ:[[rc:///ta/man/translate/figs-doublet]] ଓ [[rc:///ta/man/translate/figs-metaphor]])

believes in it

ଯେହେତୁ ସେହି ପ୍ରସ୍ତର ଜଣେ ବ୍ୟକ୍ତିଙ୍କୁ ଦର୍ଶାଏ, ତୁମ୍ଭେମାନେ “ତାହାଙ୍କଠାରେ ବିଶ୍ବାସ କରନ୍ତି” ବୋଲି ଅନୁବାଦ କରିବାକୁ ହେବ I