or_tn/rom/09/29.md

991 B

us ... we

ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମନେ” ଶବ୍ଦ ଯିଶାଇୟ ଓ ସେ କଥା କହୁଥିବା ଲୋକମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-inclusive)

we would be like Sodom, and we would have become like Gomorrah

ଈଶ୍ବର ସେମାନଙ୍କ ପାପର କାରଣରୁ ସଦୋମ ଓ ଗମୋରାର ସମସ୍ତ ଲୋକମାନଙ୍କୁ ବଧ କଲେ I ଅନ୍ୟ ଏକ ଅନୁବାଦରେ: “ଆମେ ସମସ୍ତେ ସଦୋମ ଓ ଗମୋରାର ଲୋକମାନଙ୍କ ପରି ନଷ୍ଟ ହୋଇଥାନ୍ତେ” କିମ୍ବା “ଈଶ୍ବର ଆମ ସମସ୍ତଙ୍କୁ ନଷ୍ଟ କରିଥାନ୍ତେ, ଯେପରି ସେ ସଦୋମ ଓ ଗମୋରା ନଗରକୁ ନଷ୍ଟ କଲେ” (ଦେଖ:rc://*/ta/man/translate/figs-explicit)