or_tn/rom/09/28.md

518 B

the Lord will carry out his sentence on the earth

ଏଠାରେ “ଦଣ୍ଡ”ର ତାତ୍ପର୍ଯ୍ୟ ହେଉଛି ଯେ ସେ ଲୋକମାନଙ୍କୁ କିପରି ଦଣ୍ଡିତ କରିବାର ନିଷ୍ପତ୍ତି ନେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ପୃଥିବୀରେ ଲୋକମାନଙ୍କୁ ସେ କହିଥିବା ବାକ୍ୟ ଅନୁସାରେ ଦଣ୍ଡିତ କରିବେ”