or_tn/rom/09/17.md

2.1 KiB
Raw Permalink Blame History

For the scripture says

ଏଠାରେ ଶାସ୍ତ୍ରକୁ ବ୍ୟକ୍ତି ବିଶେଷଭାବେ ବର୍ଣ୍ଣନା କରାଯାଇଛି ଯେ ସତେ ଯେପରି ଈଶ୍ବର ଫାରୋଙ୍କ ସହିତ କଥା ହେଉଥିଲେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା କହିଲେ, ଶାସ୍ତ୍ରରେ ତାହା ଲିଖିତ ଅଛି” (ଦେଖ:rc://*/ta/man/translate/figs-personification)

I ... my

ଈଶ୍ବର ନିଜକୁ ଦର୍ଶାଉଛନ୍ତି

you

ଏକବଚନ (ଦେଖ:rc://*/ta/man/translate/figs-you)

I raised you up

“କୌଣସି ବିଷୟକୁ ନିଜର ପ୍ରକୃତ ଅବସ୍ଥାକୁ ଆଣିବା ବିଷୟକୁ ବୁଝାଇବା ନିମନ୍ତେ ଏଠାରେ ଉଠାଇଲେ ଏକ ରୂଢ଼ି ଅଟେ I” ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭକୁ ଶକ୍ତିଶାଳୀ ପୁରୁଷ କରିଅଛି ଯାହା ତୁମ୍ଭେ ଅଟ” (ଦେଖ:rc://*/ta/man/translate/figs-idiom)

so that my name might be proclaimed

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଲୋକମାନେ ମୋର ନାମକୁ ଘୋଷଣା କରିପାରନ୍ତି” (ଦେଖ:rc://*/ta/man/translate/figs-activepassive)

my name

ଏହି ଉପମା ହୋଇପାରେ ୧) ଈଶ୍ବରଙ୍କ ସମସ୍ତ ଅସ୍ତିତ୍ବକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ମୁଁ କିଏ ଅଟେ” ବା ) ତାହାଙ୍କ ଗୌରବ ନିମନ୍ତେ I ଅନ୍ୟ ଏକ ଅନୁବାଦରେ: “ମୁଁ କେତେ ମହାନ ଅଟେ” (ଦେଖ:rc://*/ta/man/translate/figs-metonymy)

in all the earth

ଯେ କୌଣସି ଜାଗାରେ ଲୋକେ ରୁହନ୍ତି (ଦେଖ:rc://*/ta/man/translate/figs-hyperbole)