or_tn/rom/09/14.md

821 B

What then will we say?

ପାଉଲ ତାହାଙ୍କ ପାଠକମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I (ଦେଖ:rc://*/ta/man/translate/figs-rquestion)

May it never be

ତାହା ସମ୍ଭବ ନୁହେଁ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଭାବ ଦୃଢତାର ସହିତ ଅଗ୍ରାହ୍ୟ କରୁଛି ଯେ ଏହା ହୋଇ ନ ପାରେ I ତୁମ୍ଭମାନଙ୍କ ଭାଷାରେ ଏହିପରି ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I