or_tn/rom/09/12.md

1.3 KiB

Connecting Statement:

ଈଶ୍ବରଙ୍କ ସକାଶେ

because of him

୧୦ ଓ ପଦ ୧୧ ପଦ ମଧ୍ୟରେ ଏହି ପଦକୁ ସ୍ଥାନ ଦେବାକୁ ତୁମ୍ଭ ଭାଷାରେ ଏହାର ଆବଶ୍ୟକତା ପଡିପାରେ: “ଆମ୍ଭମାନଙ୍କର ପିତା ଇସହାକ, ଏହା ତାହାଙ୍କୁ କୁହାଯାଇଥିଲା, ଜ୍ବେଷ୍ଠ କନିଷ୍ଠର ସେବା କରିବ I “ସେହି ସମୟ ପର୍ଯ୍ୟନ୍ତ ପିଲାମାନେ ଜନ୍ମ ହୋଇ ନ ଥିଲେ ଓ ସେ ପର୍ଯ୍ୟନ୍ତ ଭଲ କି ମନ୍ଦ କିଛି କରି ନ ଥିଲେ, କିନ୍ତୁ ଯେପରି ତାହାଙ୍କ ଇଚ୍ଛା ଅନୁସାରେ ଈଶ୍ବରଙ୍କ ଉଦ୍ଦେଶ୍ୟ ସଫଳ ହେବ- ତାହାଙ୍କ କାର୍ଯ୍ୟ ସକାଶୁ ନୁହେଁ, କିନ୍ତୁ ତାହାଙ୍କ ସକାଶୁ, ଯେ ଏହାକୁ ଠିକ୍ ବୋଲି କହନ୍ତି”

it was said to her, ""The older will serve the younger.

ଈଶ୍ବର ରିବିକାକୁ କହିଲେ, ‘ବଡ଼ ପୁତ୍ର ସାନ ପୁତ୍ରର ସେବା କରିବ’