or_tn/rom/09/06.md

1.2 KiB

Connecting Statement:

ପାଉଲ ଜୋର୍ ଦେଇ କହନ୍ତି ଯେ ଯେଉଁମାନେ ଇଶ୍ରାୟେଲ ପରିବାରରେ ଜନ୍ମ ହୋଇଅଛନ୍ତି, ସେମାନେ କେବଳ ବିଶ୍ବାସ ଦ୍ବାରା ପ୍ରକତ ଇଶ୍ରାୟେଲର ଅଂଶ ହେବେ I

But it is not as though the promises of God have failed

କିନ୍ତୁ ଈଶ୍ବର ତାହାଙ୍କ ପ୍ରତିଜ୍ଞାଗୁଡିକୁ ସଫଳ କରିବାରେ ଓହରି ନାହାନ୍ତି କିମ୍ବା “ଈଶ୍ବର ତାହାଙ୍କ ପ୍ରତିଜ୍ଞାକୁ ସଫଳ କରିଅଛନ୍ତି”

For it is not everyone in Israel who truly belongs to Israel

ଈଶ୍ବର ତାହାଙ୍କ ପ୍ରତିଜ୍ଞା ସମସ୍ତ ଇଶ୍ରାୟେଲ (ବା ଯାକୁବ)ର ବଂଶ ସହିତ କରିନାହାନ୍ତି, କିନ୍ତୁ ତାହାଙ୍କ ଆତ୍ମିକ ବଂଶ ସହିତ କରିଅଛନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I