or_tn/rom/09/01.md

12 lines
1.2 KiB
Markdown

# Connecting Statement:
ପାଉଲ ତାହାଙ୍କ ବ୍ୟକ୍ତିଗତ ଇଚ୍ଛା ବିଷୟରେ କହନ୍ତି ଯେ ଇଶ୍ରାୟେଲ ଦେଶର ଲୋକମାନେ ଉଦ୍ଧାର ପାଇବେ I ତାପରେ ସେ ବିଭିନ୍ନ ମାଧ୍ୟମକୁ ଗୁରୁତ୍ବ ଦିଅନ୍ତି, ଯାହା ଦ୍ବାରା ଈଶ୍ବର ସେମାନଙ୍କୁ ବିଶ୍ବାସ କରିବା ପାଇଁ ପ୍ରସ୍ତୁତ କରିଅଛନ୍ତି I
# I tell the truth in Christ. I do not lie
ଏହି ଦୁଇଟି ଅଭିବ୍ୟକ୍ତିର ଅର୍ଥ ସମାନ ଅଟେ I ପାଉଲ ସେମାନଙ୍କୁ ଜୋର୍ ଦେବାପାଇଁ ବ୍ୟବହାର କରନ୍ତି ଯେ ସେ ସତ୍ୟ କହୁଅଛନ୍ତି I(ଦେଖ:[[rc://*/ta/man/translate/figs-doublet]])
# my conscience bears witness with me in the Holy Spirit
ପବିତ୍ର ଆତ୍ମା ମୋର ବିବେକକୁ ନିୟନ୍ତ୍ରଣ କରନ୍ତି ଓ ମୁଁ ଯାହା କହୁଛି, ତାହା ସୁନିଶ୍ଚିତ କରନ୍ତି