or_tn/rom/08/35.md

3.6 KiB

Who will separate us from the love of Christ?

ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଏହା ଶିଖାଇବା ପାଇଁ ଯେ କୌଣସି ବିଷୟ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “କେହି ଜଣେ ହେଲେ ସୁଦ୍ଧା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ ନାହିଁ!” ବା “କୌଣସି ବିଷୟ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ କେବେ ବି ଅଲଗା କରିବ ନାହିଁ!” (ଦେଖ:rc://*/ta/man/translate/figs-rquestion)

Tribulation, or distress, or persecution, or hunger, or nakedness, or danger, or sword?

“ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ” ପଦଗୁଡିକ ପୂର୍ବ ପ୍ରଶ୍ନରୁ ଜଣା ପଡୁଛି I ଅନ୍ୟ ଏକ ଅନୁବାଦରେ: “କି କ୍ଲେଶ, ଓ ସଙ୍କଟ, ଓ ତାଡନା, ଓ ଦୁର୍ଭିକ୍ଷ, ଓ ଉଲଙ୍ଗତା, ଓ ବିପଦ, ଓ ଖଡ୍ଗ କ’ଣ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିବ?” (ଦେଖ:rc://*/ta/man/translate/figs-ellipsis)

Tribulation, or distress, or persecution, or hunger, or nakedness, or danger, or sword?

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଏହି ବିଷୟ ଆମ୍ଭମାମଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ବିଶେଷ ଭାବରେ କ୍ଲେଶ, ସଙ୍କଟ, ତାଡନା, ଦୁର୍ଭିକ୍ଷ, ଉଲଙ୍ଗତା, ବିପଦ, ଓ ଖଡ୍ଗ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ I ” (ଦେଖ:rc://*/ta/man/translate/figs-rquestion)

Tribulation, or distress, or persecution, or hunger, or nakedness, or danger, or sword?

ଭାବବାଚକ ବିଶେଷ୍ୟକୁ କ୍ରିୟା ବାକ୍ୟାଂଶରେ ବ୍ୟକ୍ତ କରା ଯାଇପାରିବ I ଏଠାରେ “ଖଡ୍ଗ” ଏକ ରୂପକ ଅଟେ, ଯାହା ହିଂସ୍ରକ ଭାବେ ହତ୍ୟା କରିବାର ବାକ୍ୟାଂଶକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଯଦିଓ ଲୋକମାନେ ଆମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ଆମ୍ଭମାନଙ୍କୁ ଆଘାତ କରନ୍ତି, ଆମ୍ଭମାନଙ୍କର ବସ୍ତ୍ର ଓ ଖାଦ୍ୟ ନେଇ ଯାଆନ୍ତି, ଓ ଆମ୍ଭମାନଙ୍କୁ ହତ୍ୟା କରନ୍ତି, ତେବେ ବି ସେମାନେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବେ ନାହିଁ I ” (ଦେଖ:[[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-metonymy]])

Tribulation, or distress

ଏହି ଉଭୟ ଶବ୍ଦଗୁଡିକର ଅର୍ଥ ସମାନ ଜିନିଷ ଅଟେ I (ଦେଖ:rc://*/ta/man/translate/figs-doublet)