or_tn/rom/08/23.md

1.1 KiB

waiting for our adoption, the redemption of our body

ଏଠାରେ “ଆମ୍ଭମାନଙ୍କୁ ପୋଷ୍ୟ ପୁତ୍ରଭାବେ ଗ୍ରହଣ କରାଯାଇଛି”ର ଅର୍ଥ ହେଉଛି ଯେ ଆମ୍ଭେମାନେ ପୋଷ୍ୟ ସନ୍ତାନମାନଙ୍କ ପରି ଈଶ୍ବରଙ୍କ ପରିବାରର ପୂର୍ଣ୍ଣ ସଦସ୍ୟ ହେଉ I “ମୁକ୍ତି” ଶବ୍ଦର ଅର୍ଥ ଯେତେବେଳେ ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଅପେକ୍ଷା କରୁଅଛୁ ଯେ ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କ ପରିବାରର ପୂର୍ଣ୍ଣ ସଦସ୍ୟ ହେବା, ସେ ରକ୍ଷା କରିବେ ଓ ସେ ଆମ୍ଭମାନଙ୍କ ଶରୀରକୁ କ୍ଷୟ ଓ ମୃତ୍ୟୁରୁ ରକ୍ଷା କରିବେ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-metaphor]])