or_tn/rom/08/22.md

768 B

For we know that the whole creation groans and labors in pain together even now

ଏକ ଶିଶୁକୁ ଜନ୍ମ ଦେବା ସମୟରେ ଆର୍ତ୍ତନାଦ କରୁଥିବା ଜଣେ ମହିଳା ସହିତ ସୃଷ୍ଟିକୁ ତୁଳନା କରାଯାଇଛି I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭେ ଜାଣୁ ଯେ ଈଶ୍ବର ଯାହା ସୃଷ୍ଟି କରିଅଛନ୍ତି, ତାହା ମୁକ୍ତ ହେବାକୁ ଚାହୁଁଛି ଓ ଏହା ଜଣେ ମହିଳା ଶିଶୁକୁ ଜନ୍ମ ଦେବା ସମୟରେ କଲାପରି ଆର୍ତ୍ତନାଦ କରେ” (ଦେଖ:rc://*/ta/man/translate/figs-metaphor)