or_tn/rom/08/17.md

2.1 KiB

heirs of God

ପାଉଲ ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ପରିବାରର ସଦସ୍ୟଠାରୁ ସମ୍ପତ୍ତି ଓ ଧନର ଉତ୍ତରଧିକାରୀ ହେବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦିନେ ଯାହା ଈଶ୍ବର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ତାହା ପାଇବା” (ଦେଖ:rc://*/ta/man/translate/figs-metaphor)

we are joint heirs with Christ

ପାଉଲ ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଏକ ପରିବାରର ସଦସ୍ୟଠାରୁ ସମ୍ପତ୍ତି ଓ ଧନର ଉତ୍ତରଧିକାରୀ ହେବେ I ଯାହା ସେ ଖ୍ରୀଷ୍ଟଙ୍କୁ ଦିଅନ୍ତି, ଈଶ୍ବର ତାହା ଆମ୍ଭମାନଙ୍କୁ ଦେବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦିନେ ଯାହା ଈଶ୍ବର ଆମ୍ଭମାନଙ୍କୁ ଓ ଖ୍ରୀଷ୍ଟଙ୍କୁ ଏକତ୍ର ପ୍ରତିଜ୍ଞା କରିଛନ୍ତି, ତାହା ପାଇବା” (ଦେଖ:rc://*/ta/man/translate/figs-metaphor)

that we may also be glorified with him

ଯେତେବେଳେ ସେ ଖ୍ରୀଷ୍ଟଙ୍କର ସମ୍ମାନ କରିବେ, ଈଶ୍ବର ଖ୍ରୀଷ୍ଟିୟାନ ବିଶ୍ବାସୀମାନଙ୍କୁ ସମ୍ମାନ କରିବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ତାହାଙ୍କ ସହିତ ଆମ୍ଭମାନଙ୍କର ଗୌରବ କରିବେ” (ଦେଖ:rc://*/ta/man/translate/figs-activepassive)