or_tn/rom/08/11.md

972 B

If the Spirit ... lives in you

ପାଉଲ କଳ୍ପନା କରନ୍ତି ଯେ ପବିତ୍ର ଆତ୍ମା ତାହାଙ୍କ ପାଠକମାନଙ୍କ ଠାରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଆତ୍ମା III ତୁମ୍ଭଠାରେ ବାସ କରନ୍ତି”

of him who raised

ଈଶ୍ବର, ଯିଏ ଉଠାଇ ଅଛନ୍ତି

raised Jesus

ଏଠାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରି ପୁନର୍ବାର ଜୀବିତ ହେବା ପାଇଁ ଉଠାଇବା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ପୁନର୍ବାର ଜୀବିତ କରାଇଲେ”

mortal bodies

ଭୌତିକ ଶରୀର ବା “ଶରୀର, ଯାହା ଦିନେ ନା ଦିନେ ମୃତ୍ୟୁଭୋଗ କରିବ”