or_tn/rom/07/25.md

1.3 KiB

But thanks be to God through Jesus Christ our Lord

ଏହା ୭:୨୪ ରେ ଥିବା ପ୍ରଶ୍ନର ଉତ୍ତର ଅଟେ I

So then, I myself serve the law of God with my mind. However, with the flesh I serve the principle of sin

ସେମାନେ ଈଶ୍ବରଙ୍କ ବ୍ୟବସ୍ଥା କିମ୍ବା ପାପର ସିଦ୍ଧାନ୍ତକୁ କିପରି ତୁଳନାତ୍ମକ ଭାବରେ ସେବା କରନ୍ତି, ତାହା ଦେଖାଇବାକୁ ଏଠାରେ ମନ ଓ ଶରୀରର ବ୍ୟବାହାର କରାଯାଇଛି I ମନ କିମ୍ବା ବୁଦ୍ଧିର ସହିତ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ବାଛିପାରେ ଓ ଶରୀର ଏବଂ ଶାରୀରିକ ପ୍ରକୃତି ସହିତ ପାପର ସେବା କରିବାକୁ ବାଛିପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ମନ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ବାଛେ, କିନ୍ତୁ ମୋର ଶରୀର ପାପର ବାଧ୍ୟ ହେବାକୁ ବାଛେ” (ଦେଖ:rc://*/ta/man/translate/figs-metaphor)