or_tn/rom/07/23.md

16 lines
912 B
Markdown

# But I see a different principle in my body parts. It fights against that new principle in my mind. It takes me captive
ମୁଁ କେବଳ ତାହା କରିବାକୁ ସକ୍ଷମ ଅଟେ, ଯାହା ମୋର ପୁରାତନ ସ୍ବଭାବ ମୋତେ କରିବା ପାଇଁ କହେ, ଯାହା ମୋତେ ଆତ୍ମା ଦେଖାଏ, ତଦନୁସାରେ ନୂଆଁ ରୂପେ ଜୀବନ କାଟିବାପାଇଁ ନୁହେଁ
# new principle
ଏହା ହେଉଛି ଆତ୍ମିକଭାବରେ ଜୀବିତ ନୂତନ ସ୍ବଭାବ I
# a different principle in my body parts
ଏହା ହେଉଛି ପୁରାତନ ସ୍ବଭାବ, ଯାହା ଲୋକେ ଜନ୍ମ ସମୟରୁ ଧାରଣ କରନ୍ତି
# the principle of sin that is in my body parts
ମୋର ପାପରୂପ ସ୍ବଭାବ