or_tn/rom/07/15.md

2.2 KiB

Connecting Statement:

ପାଉଲ ତାହାଙ୍କ ଆନ୍ତରିକ ମନୁଷ୍ୟ ମଧ୍ୟରେ ହେଉଥିବା ସଂଘର୍ଷ ବିଷୟରେ କହନ୍ତି , ତାହାର ଶରୀର ଓ ଈଶ୍ବରଙ୍କ ବ୍ୟବସ୍ଥା ମଧ୍ୟରେ - ପାପ ଓ ଭଲ ବିଷୟ ମଧ୍ୟରେ I

For what I do, I do not really understand

ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଯାହାସବୁ କରୁଛି, କାହିଁକି କରୁଛି

For what I do

କାରଣ ମୁଁ ଯାହା କରୁଅଛି

what I want to do, this I do not do

“ମୁଁ କରେ ନାହିଁ” ଶବ୍ଦଟି ଗୋଟିଏ ଅତ୍ୟୁକ୍ତି ଅଟେ, ଯାହା ଜୋର୍ ଦେବା ପାଇଁ କୁହାଯାଇଛି ଯେ ପାଉଲ ତାହା କରନ୍ତି ନାହିଁ, ଯାହା କରିବାକୁ ସେ ବାରମ୍ବାର ଚାହାଁନ୍ତି ବା ସେ ତାହା କରନ୍ତି, ଯାହା କରିବାକୁ ସେ ବାରମ୍ବାର ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଯାହା ମୁଁ କରିବାକୁ ଚାହେଁ”, ତାହା ମୁଁ ସବୁବେଳେ କରେ ନାହିଁ” (ଦେଖ:rc://*/ta/man/translate/figs-hyperbole)

what I hate, this I do

“ମୁଁ କରେ,” ଶବ୍ଦଟି ସୂଚିତ କରେ ଯେ ଯାହା କରିବା ପାଇଁ ସେ ଘୃଣା କରନ୍ତି, ସେ ସବୁବେଳେ କରନ୍ତି, ଏହାକୁ ଗୁରୁତ୍ବ ଦେବା ପାଇଁ ଏକ ଅତ୍ୟୁକ୍ତିଭାବେ କୁହାଯାଇଛି I ପାଉଲ ତାହା କରନ୍ତି, ଯାହା ସେ ସବୁବେଳେ କରିବାକୁ ଚାହାଁନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଜାଣିଛି କେତେକ ଜିନିଷ ଭଲ ନୁହେଁ, ମାତ୍ର ସେସବୁ ମୁଁ ବେଳେବେଳେ କରେ” (ଦେଖ:rc://*/ta/man/translate/figs-hyperbole)