or_tn/rom/07/10.md

4 lines
628 B
Markdown

# The commandment that was to bring life turned out to be death for me
ପାଉଲ ଈଶ୍ବରଙ୍କ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଏହାର ପ୍ରାଥମିକ ପରିଣାମ ଶାରୀରିକ ମୃତ୍ୟୁ ଥିଲା I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଆଜ୍ଞା ଦେଲେ, ଯେପରି ମୁଁ ଜୀବିତ ରହିବି, କିନ୍ତୁ ତା ପରିବର୍ତ୍ତେ ଏହା ମୋତେ ବଧ କଲା” (ଦେଖ:[[rc://*/ta/man/translate/figs-metaphor]])