20 lines
1.6 KiB
Markdown
20 lines
1.6 KiB
Markdown
# Connecting Statement:
|
|
|
|
ପାଉଲ ଆମ୍ଭମାନଙ୍କୁ ସ୍ମରଣ କରାନ୍ତି ଯେ ଈଶ୍ବର ଆମ୍ଭମାନଙ୍କୁ ବ୍ୟବସ୍ଥା ଦ୍ବାରା ପବିତ୍ର କରନ୍ତି ନାହି I
|
|
|
|
# we have been released from the law
|
|
|
|
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
|
|
|
|
# we have been released
|
|
|
|
ଏହି ସର୍ବନାମ ପାଉଲ ଓ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-inclusive]])
|
|
|
|
# to that by which we were held
|
|
|
|
ଏହା ବ୍ୟବସ୍ଥାକୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଯାହା ଆମ୍ଭମାନଙ୍କୁ ଧରି ରଖିଥିଲା” (ଦେଖ:[[rc://*/ta/man/translate/figs-activepassive]])
|
|
|
|
# the letter
|
|
|
|
ଏହା ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ମୋଶାଙ୍କ ବ୍ୟବସ୍ଥା” (ଦେଖ:[[rc://*/ta/man/translate/figs-explicit]])
|