or_tn/rom/06/22.md

2.4 KiB

But now that you have been made free from sin and are enslaved to God

ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତ ହୋଇଛ ଓ ଈଶ୍ବରଙ୍କର ଦାସ ହୋଇଅଛ” କିମ୍ବା “କିନ୍ତୁ ବର୍ତ୍ତମାନ ଈଶ୍ବର ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି ଓ ତୁମ୍ଭମାନଙ୍କୁ ତାହାଙ୍କର ଦାସ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

But now that you have been made free from sin

“ପାପରୁ ମୁକ୍ତ”ହେବା, ପାପ ନ କରିବା ପାଇଁ ସକ୍ଷମ ହେବାର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ଈଶ୍ବର ତୁମ୍ଭମାନଙ୍କୁ ପାପ ନ କରିବାକୁ ସକ୍ଷମ କରିଅଛନ୍ତି” (ଦେଖ:rc://*/ta/man/translate/figs-metaphor)

and are enslaved to God

ଈଶ୍ବରଙ୍କ ପାଇଁ “ଦାସତ୍ଵ” ହେବା, ଈଶ୍ବରଙ୍କ ସେବା ଓ ଆଜ୍ଞା ପାଳନ କରିବାରେ ସକ୍ଷମ ହେବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ ଆଉ ଈଶ୍ବର ତୁମ୍ଭମାନଙ୍କୁ ତାହାଙ୍କର ସେବା କରିବା ପାଇଁ ସକ୍ଷମ କରିବେ” (ଦେଖ:rc://*/ta/man/translate/figs-metaphor)

you have your fruit for sanctification

ଏଠାରେ “ଫଳ” “ପରିମାଣ” ଓ “ଲାଭ”ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପବିତ୍ରୀକରଣ ତୁମ୍ଭମାନଙ୍କର ଲାଭ ଅଟେ” ଓ “ଲାଭ ଏହା ଅଟେ କି ତୁମ୍ଭେମାନେ ପବିତ୍ର ପଥରେ ରହୁଛ” (ଦେଖ:rc://*/ta/man/translate/figs-metaphor)

The result is eternal life

ଏହି ସବୁର ପରିଣାମ ଏହା କି ତୁମ୍ଭେମାନେ ସବୁବେଳ ପାଇଁ ଈଶ୍ବରଙ୍କ ସହିତ ରହିବ