or_tn/rom/06/19.md

2.9 KiB

I speak like a man

ପାଉଲ ତାହାଙ୍କ ପାଠକମାନଙ୍କ ଠାରୁ ଆଶ୍ଚର୍ଯ୍ୟ ହେବାର ଅପେକ୍ଷା କରିଥିବେ କି ସେ ଦାସତ୍ଵ ଓ ସ୍ଵାଧିନତା ବିଷୟରେ କାହିଁକି କହୁଥିଲେ। ଏଠାରେ ସେ କହୁଛନ୍ତି କି ସେ ତାହାଙ୍କ ପ୍ରତିଦିନର ଅନୁଭୂତିରୁ ଏହି ବିଚାରଗୁଡିକର ବ୍ୟବହାର କରୁଛନ୍ତି, ଯେପରି ସେମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କରିବ ଯେ ଲୋକମାନେ ପାପ ଦ୍ଵାରା କିମ୍ବା ଧାର୍ମିକତା ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ବିଷୟ ମାନବୀୟ ଶବ୍ଦରେ କହୁଅଛି” କିମ୍ବା “ମୁଁ ଦୈନନ୍ଦିନ ଜୀବନର ଉଦାହରଣଗୁଡ଼ିକ ବ୍ୟବହାର କରୁଅଛି”

because of the weakness of your flesh

ପାଉଲ ଅନେକ ସମୟରେ “ଆତ୍ମା”ର ବିପରୀତ ରୂପରେ “ଶରୀର” ଶବ୍ଦର ବ୍ୟବହାର କରନ୍ତି I ” ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ଆତ୍ମିକବିଷୟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପରେ ବୁଝିନାହଁ” (ଦେଖ:rc://*/ta/man/translate/figs-metonymy)

presented the parts of your body as slaves to uncleanness and to evil

ଏଠାରେ “ଶରୀରର ଅଙ୍ଗ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ ପ୍ରତ୍ୟେକ ବିଷୟରେ ଦାସ ପରି ଅର୍ପଣ କରିଛ, ଯାହା ମନ୍ଦ ଅଟେ ଓ ଈଶ୍ବରଙ୍କୁ ଅସନ୍ତୁଷ୍ଟ କରେ” (ଦେଖ:rc://*/ta/man/translate/figs-synecdoche)

present the parts of your body as slaves to righteousness for sanctification

ଏଠାରେ “ଶରୀରର ଅଙ୍ଗ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସମ୍ମୁଖରେ ଯାହା ସଠିକ, ସେହି ବିଷୟରେ ନିଜକୁ ତୁମ୍ଭେମାନେ ଦାସତ୍ଵ ଭାବେ ଅର୍ପଣ କର । ତାହା ହେଲେ ସେ ତୁମ୍ଭମାନଙ୍କୁ ପୃଥକ କରିପାରିବେ ଓ ତୁମ୍ଭମାନଙ୍କୁ ତାହାଙ୍କର ସେବା କରିବାପାଇଁ ଶକ୍ତି ଦେଇପାରନ୍ତି” (ଦେଖ:rc://*/ta/man/translate/figs-synecdoche)