or_tn/rom/06/15.md

1.6 KiB

What then? Shall we sin because we are not under law, but under grace? May it never be

ପାଉଲ ଏହି ପ୍ରଶ୍ନରେ ଗୁରୁତ୍ଵ ଦିଅନ୍ତି କି ଅନୁଗ୍ରହର ଅଧୀନରେ ରହିବାର ଅର୍ଥ ପାପ କରିବା ନିମନ୍ତେ ନୁହେଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, କାରଣ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହୋଇ ଅନୁଗ୍ରହରେ ଆବଦ୍ଧ ଅଟୁ, ନିଶ୍ଚିତ ରୂପରେ ଏହାର ଅର୍ଥ ଏହା ନୁହେଁ ଆମ୍ଭେମାନଙ୍କୁ ପାପ କରିବାକୁ ଅନୁମତି ଅଛି” (ଦେଖ:rc://*/ta/man/translate/figs-rquestion)

May it never be

ଆମେ କେବେ ଚାହିଁବୁ ନାହିଁ ଏପରି ହେଉ! କିମ୍ବା “ଈଶ୍ବର ମୋତେ ତାହା ନ କରିବା ପାଇଁ ସାହାଯ୍ୟ କରନ୍ତୁ!” ଏହି ଅଭିବ୍ୟକ୍ତି ଏକ ଅତ୍ୟନ୍ତ ଦୃଢ ଇଚ୍ଛାକୁ ପ୍ରକାଶ କରେ କି ଏହା ଘଟିବ ନାହିଁ I ତୁମ୍ଭ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ଯାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ତୁମ୍ଭେମାନେ ଏହାକୁ [ରୋମୀୟ ୩:୩୧] (II/୦୩/୩୧Imd) ରେ କେମିତି ଅନୁବାଦ କଲ I