or_tn/rom/06/14.md

2.4 KiB

Do not allow sin to rule over you

ପାଉଲ ଏଠାରେ “ପାପ” ବିଷୟରେ କହନ୍ତି, ସତେ ଯେପରି ଏହା ଲୋକମାନଙ୍କ ଉପରେ ଶାସନ କରୁଥିବା ଏକ ରାଜା ଥିଲା I ଅନ୍ୟ ଏକ ଅନୁବାଦରେ: “ ତୁମ୍ଭେମାନେ ଯାହା କରୁଅଛ, ତାହା ଉପରେ ପାପପୂର୍ଣ୍ଣ ଇଚ୍ଛାଗୁଡିକ ନିୟନ୍ତ୍ରଣ ନ କରୁ” କିମ୍ବା “ତୁମ୍ଭେମାନେ ନିଜକୁ ପାପପୂର୍ଣ୍ଣ ଜିନିଷ କରିବାକୁ ଅନୁମତି ଦିଅ ନାହିଁ, ଯାହା ତୁମ୍ଭେମାନେ କରିବାକୁ ଚାହୁଁଛ” (ଦେଖ:rc://*/ta/man/translate/figs-personification)

For you are not under law

“ବ୍ୟବସ୍ଥାର ଅଧୀନରେ” ହେବାର ଅର୍ଥ ଏହାର ସୀମାର ଓ ଦୁର୍ବଳତାର ଅଧିନ ହେବା I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ଆଉ ଦୀର୍ଘ କାଳ ମୋଶାଙ୍କ ବ୍ୟବସ୍ଥାରେ ଆବଦ୍ଧ ହୋଇ ରହିବ ନାହିଁ, ଯାହା ତୁମ୍ଭମାନଙ୍କୁ ପାପ ତ୍ୟାଗ କରିବାକୁ ଶକ୍ତି ଦେଉନାହିଁ” (ଦେଖ:rc://*/ta/man/translate/figs-explicit

but under grace

“ଅନୁଗ୍ରହର ଅଧୀନରେ ” ହେବାର ଅର୍ଥ ହେଉଛି ଈଶ୍ବରଙ୍କ ମୁକ୍ତ ଉପହାର ପାପ କରିବାରୁ ନିବୃତ୍ତ ହେବାର ଶକ୍ତି ପ୍ରଦାନ କରେ I ତୁମ୍ଭେମାନେ ତୁମ୍ଭ ଅନୁବାଦରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଅନୁଗ୍ରହରେ ଆବଦ୍ଧ ଅଟ, ଯାହା ତୁମ୍ଭମାନଙ୍କୁ ପାପ ତ୍ୟାଗ କରିବାକୁ ଶକ୍ତି ଦିଏ” (ଦେଖ:rc://*/ta/man/translate/figs-explicit)