or_tn/rom/06/13.md

12 lines
2.2 KiB
Markdown

# Do not present the parts of your body to sin, to be tools used for unrighteousness
ଏହି ଛବି ସେହି ପାପୀର ଅଟେ ଯେ କି “ତାହାଙ୍କ ଶରୀରର କିଛି ଅଂଶ” ତାହାଙ୍କ ଗୁରୁ ଓ ରାଜାଙ୍କୁ ଉତ୍ସର୍ଗ କରୁଛନ୍ତି I “ଶରୀରର ଅଙ୍ଗ ” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତି ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜକୁ ପାପ ନିକଟରେ ଅର୍ପଣ କର ନାହିଁ, କଲେ ତୁମ୍ଭେମାନେ ଯାହା ଠିକ୍ ନୁହେଁ, ତାହା କରିପକାଇବ” (ଦେଖ:[[rc://*/ta/man/translate/figs-synecdoche]])
# But present yourselves to God, as those who have been brought from death to life
ଏଠାରେ “ବର୍ତ୍ତମାନ ଜୀବିତ” ବିଶ୍ବାସୀଙ୍କ ନୂତନ ଆତ୍ମିକ ଜୀବନକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ନିଜକୁ ଈଶ୍ବରଙ୍କ ଅର୍ପଣ କର, କାରଣ ସେ ତୁମ୍ଭମାନଙ୍କୁ ନୂତନ ଆତ୍ମିକ ଜୀବନ ଦେଇଛନ୍ତି” କିମ୍ବା “କିନ୍ତୁ ତୁମ୍ଭେମାନେ ନିଜକୁ ସତେ ଯେପରି ମରିଯାଇଥିବା ଓ ବର୍ତ୍ତମାନ ଜୀବିତ ହୋଇଥିବା ଲୋକ ସଦୃଶ ଈଶ୍ବର ନିକଟରେ ଅର୍ପଣ କର” (ଦେଖ:[[rc://*/ta/man/translate/figs-explicit]])
# the parts of your body to God as tools to be used for righteousness
ଏଠାରେ “ତୁମ୍ଭମାନଙ୍କ ଶରୀରର ଅଂଶ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯାହା ତାହାଙ୍କୁ ସନ୍ତୁଷ୍ଟ କରିବ, ସେଥି ସକାଶେ ଈଶ୍ବର ତୁମ୍ଭମାନଙ୍କୁ ବ୍ୟବହାର କରନ୍ତୁ” (ଦେଖ:[[rc://*/ta/man/translate/figs-synecdoche]])