or_tn/rom/06/09.md

12 lines
1.7 KiB
Markdown

# We know that since Christ has been raised from the dead
ମୃତ୍ୟୁରୁ ଉଠାଇବା ଜଣେ ବ୍ୟକ୍ତିକୁ ପୁନର୍ବାର ଜୀବିତ କରାଇବା ନିମନ୍ତେ ଏକ ରୂଢ଼ି ଅଟେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣିଛୁ ଯେହେତୁ ଖ୍ରୀଷ୍ଟ ମରିଲା ପରେ ଇଶ୍ଵର ପୁନର୍ବାର ଜୀବିତ କଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-idiom]])
# from the dead
ସେହି ସମସ୍ତଙ୍କୁ ମଧ୍ୟରୁ ଯେଉଁମାନେ ମରିଅଛନ୍ତି I ଏହି ଅଭିବ୍ୟକ୍ତି ସବୁ ମୃତ ଲୋକମାନଙ୍କୁ ଏକ ସାଙ୍ଗରେ ଭୂଗର୍ଭରେ ରହିଥିବା ବିଷୟ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ହେଉଛି ପୁନର୍ବାର ଜୀବିତ ହେବା I
# death no longer has authority over him
ଏଠାରେ “ମୃତ୍ୟୁ”କୁ ଏକ ରାଜା ବା ଶାସକ ରୂପରେ ବର୍ଣ୍ଣନା କରାଯାଇଛି, ଯାହା ପାଖରେ ଲୋକଙ୍କ ଉପରେ ଅଧିକାର ଅଛି। ଅନ୍ୟ ଏକ ଅନୁବାଦରେ: “ସେ କେବେ ପୁନର୍ବାର ମରିବେ ନାହିଁ” (ଦେଖ:[[rc://*/ta/man/translate/figs-personification]])