or_tn/rom/06/07.md

912 B

He who has died is declared righteous with respect to sin

ଏଠାରେ “ଧାର୍ମିକ”ର ଅର୍ଥ ହେଉଛି ଇଶ୍ଵର ଲୋକମାନଙ୍କୁ ତାହାଙ୍କ ସହିତ ସଠିକ୍ କରିବାର କ୍ଷମତାକୁ ଦର୍ଶାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଇଶ୍ଵର ଜଣେ ବ୍ୟକ୍ତିକୁ ତାହାଙ୍କ ସହିତ ସଠିକ୍ ଘୋଷଣା କରନ୍ତି, ସେହି ବ୍ୟକ୍ତି ଆଉ ଦୀର୍ଘକାଳ ପାପର ନିୟନ୍ତ୍ରଣରେ ରହିବ ନାହିଁ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])