or_tn/rom/06/06.md

3.1 KiB

our old man was crucified with him

“ପୁରାତନ ମନୁଷ୍ୟ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିଶ୍ଵାସ କରିବା ପୁର୍ବରୁ ସେ ବ୍ୟକ୍ତିକୁ ଦର୍ଶାଏ I ପାଉଲ ଏହା ବର୍ଣ୍ଣନା କରନ୍ତି, ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ଵାସ କରୁ, ଆମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ପୁରୁଷ ଯୀଶୁଙ୍କ ସହିତ କ୍ରୁଶ ଉପରେ ମରିଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ଆମ୍ଭମାନଙ୍କର ପାପପୂର୍ଣ୍ଣ ପୁରୁଷ ଯୀଶୁଙ୍କ ସହିତ କ୍ରୁଶ ଉପରେ ମରିଗଲା” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

old man

ଏହାର ଅର୍ଥ ଯେଉଁ ବ୍ୟକ୍ତି ପ୍ରଥମେ ଥିଲା, କିନ୍ତୁ ସେ ବର୍ତ୍ତମାନ ଆଉ ନାହିଁI

the body of sin

ଏହା ଏକ ଉପମା ଅଟେ, ଯାହା ସମ୍ପୂର୍ଣ୍ଣ ପାପୀ ବ୍ୟକ୍ତିକୁ ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ପାପମୟ ସ୍ବଭାବ” (ଦେଖ:rc://*/ta/man/translate/figs-metonymy)

might be destroyed

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମରିପାରନ୍ତି ” (ଦେଖ:rc://*/ta/man/translate/figs-activepassive)

we should no longer be enslaved to sin

ଏହାକୁ କର୍ତ୍ତୃବାଚ୍ୟଭାବରେ ଦର୍ଶାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପାପ ଆମ୍ଭମାନଙ୍କୁ ଦୀର୍ଘକାଳ କ୍ରୀତଦାସ କରିପାରିବ ନାହିଁ” କିମ୍ବା “ଆମ୍ଭେମାନେ ଦୀର୍ଘକାଳ ପାପର କ୍ରୀତଦାସ ନ ହେବା ଉଚିତ୍” (ଦେଖ:rc://*/ta/man/translate/figs-activepassive)

we should no longer be enslaved to sin

ପାପର ଦାସତ୍ବ ଏକ ରୂପକ ଅଟେ, ଯାହାର ଅର୍ଥ ପାପ କରିବାକୁ ଏତେ ତୀବ୍ର ଇଚ୍ଛା ଯେ ଜଣେ ନିଜକୁ ପାପ କରିବାରୁ ବନ୍ଦ କରିବାକୁ ଅକ୍ଷମ I ଏହା ଏପରି ଅଟେ, ଯେପରିକି ପାପ ବ୍ୟକ୍ତିଜଣକୁ ନିୟନ୍ତ୍ରଣ କରେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଦୀର୍ଘକାଳ ପାପର ନିୟନ୍ତ୍ରଣରେ ରହିବା ଉଚିତ୍ ନୁହେଁ” (ଦେଖ:rc://*/ta/man/translate/figs-metaphor)