or_tn/rom/06/05.md

988 B

we have become united with him in the likeness of his death ... be united with his resurrection

ପାଉଲ ଆମ୍ଭମାନଙ୍କର ମିଳନକୁ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ହେବା ସହିତ ତୁଳନା କରନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରେ ଏକୀଭୁତ ଅଛନ୍ତି, ସେମାନେ ତାହାଙ୍କ ପୁନରୁତ୍ଠାନ ରେ ଅଂଶ ନେବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ସହିତ ମୃତ୍ୟୁ ହେଲ III ତାହାଙ୍କ ସହିତ ପୁନର୍ବାର ଜୀବିତ ହେବ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])