or_tn/rom/06/04.md

2.6 KiB

We were buried, then, with him through baptism into death

ଏଠାରେ ପାଉଲ ଜଳରେ ବିଶ୍ଵାସୀର ଡୁବନ ନେବା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ମୃତ୍ୟୁ ଓ କବର ଦେବା କାର୍ଯ୍ୟ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ କେହି ଆମ୍ଭକୁ ଡୁବନ ଦିଅନ୍ତି, ଏହା ଠିକ୍ ଏପରି, ଯେପରି ସେହି ବ୍ୟକ୍ତି ଆମ୍ଭମାନଙ୍କୁ କବରରେ ଖ୍ରୀଷ୍ଟଙ୍କ ସହିତ ସମାଧି ଦେଲେ” (ଦେଖ:rc://*/ta/man/translate/figs-metaphor)

just as Christ was raised from the dead by the glory of the Father, so also we might walk in newness of life

ମୃତ୍ୟୁରୁ ଉଠାଇବା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଜଣେ ବ୍ୟକ୍ତିକୁ ପୁନର୍ବାର ଜୀବିତ କରାଇବା I ଏହା ଜଣେ ବିଶ୍ଵାସୀର ନୂତନ ଆତ୍ମିକ ଜୀବନକୁ ସତେ ଯେପରି ଯୀଶୁ ଶାରୀରିକ ଭାବରେ ପୁନର୍ବାର ଜୀବନକୁ ଆସିବା ସହିତ ତୁଳନା କରିଥାଏ I ବିଶ୍ଵାସୀର ନୂତନ ଆତ୍ମିକ ଜୀବନ ସେହି ବ୍ୟକ୍ତିକୁ ଈଶ୍ବରଙ୍କର ଆଜ୍ଞା ପାଳନ କରିବାକୁ ସକ୍ଷମ କରିଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ପିତା ଯୀଶୁଙ୍କୁ ମୃତ୍ୟୁ ପରେ ଜୀବନକୁ ଫେରାଇ ଆଣିଲେ, ସେପରି ଆମ୍ଭମାନେ ନୁତ୍ତନ ଆତ୍ମିକ ଜୀବନ ପାଇ ଈଶ୍ଵରଙ୍କର ବାଧ୍ୟ ହେବା” (ଦେଖ:[[rc:///ta/man/translate/figs-simile]] ଓ [[rc:///ta/man/translate/figs-activepassive]] ଓ rc://*/ta/man/translate/figs-idiom)

from the dead

ସେହି ସମସ୍ତଙ୍କ ମଧ୍ୟରୁ ଯେଉଁମାନେ ମରିଅଛନ୍ତି I ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ ଯେ ସବୁ ମୃତ ଲୋକମାନେ ଏକ ସଂଗରେ ଭୂଗର୍ଭରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଉତ୍ଥିତ ହେବାର ଅର୍ଥ ପୁନର୍ବାର ଜୀବିତ ହେବା I