or_tn/rom/06/03.md

754 B

Do you not know that as many as were baptized into Christ Jesus were baptized into his death?

ପାଉଲ ଗୁରୁତ୍ଵ ବଢାଇବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ମନେରଖ, ଆମ୍ଭମାନଙ୍କ ଖ୍ରୀଷ୍ଟଙ୍କ ସହିତ ଏକ ସଂପର୍କ ଅଛି ବୋଲି ଯେତେବେଳେ କେହି ଆମ୍ଭମାନଙ୍କୁ ଡୁବନ ଦିଅନ୍ତି, ତାହା ମଧ୍ୟ ଦେଖାଇଥାଏ ଯେ ଆମେ କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ସହିତ ମରିଅଛୁ! (ଦେଖ:rc://*/ta/man/translate/figs-rquestion)