or_tn/rom/05/21.md

2.2 KiB

as sin ruled in death

ଏଠାରେ ପାଉଲ “ପାପ” ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ପାପର ଫଳ ମୃତ୍ୟୁ ହେଲା” (ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

even so grace might rule through righteousness for everlasting life through Jesus Christ our Lord

ପାଉଲ ଏଠାରେ “ଅନୁଗ୍ରହ” ବିଷୟରେ କହନ୍ତି ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ସକାଶେ ଅନୁଗ୍ରହ ଲୋକମାନଙ୍କୁ ଅନନ୍ତଜୀବନ ଦେଲା” (ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

so grace might rule through righteousness

ପାଉଲ ଏଠାରେ “ଅନୁଗ୍ରହ” ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ରାଜାଭାବରେ ଶାସନ କରୁଥିଲା। “ଧାର୍ମିକତା” ଶବ୍ଦଟି ଈଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା କ୍ଷମତାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତେଣୁ ଈଶ୍ବର ଲୋକମାନଙ୍କୁ ତାହାଙ୍କ ମୁକ୍ତ ଉପହାର ଦେଇ ସେମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିପାରନ୍ତି” (ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-explicit]])

our Lord

ପାଉଲ ଆପଣାକୁ, ତାହାଙ୍କ ପାଠକମାନକୁ, ଓ ସମସ୍ତ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି I (ଦେଖ:rc://*/ta/man/translate/figs-inclusive)