or_tn/rom/05/20.md

1017 B

the law came in

ଏଠାରେ ପାଉଲ ବ୍ୟବସ୍ଥା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ଜଣେ ବ୍ୟକ୍ତି ଥିଲା I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ମୋଶାଙ୍କୁ ତାହାଙ୍କ ବ୍ୟବସ୍ଥା ଦେଲେ” (ଦେଖ:rc://*/ta/man/translate/figs-personification)

sin abounded

ପାପ ବୃଦ୍ଧି ପାଇଲା

grace abounded even more

ଏଠାରେ “ଅନୁଗ୍ରହ” ଈଶ୍ବରଙ୍କ ଅଯାଚିତ ଆଶୀର୍ବାଦକୁ ସୂଚାଏ I ଅନ୍ୟ ଏକ ଅନୁବାଦରେ: “ଯାହା ପାଇବାପାଇଁ ସେମାନେ ଯୋଗ୍ୟ ନ ଥିଲେ, ତାହା ଦେବାକୁ ଈଶ୍ବର ସେମାନଙ୍କ ପ୍ରତି ଅଧିକ ଅନୁଗ୍ରହର କାର୍ଯ୍ୟ କଲେ” (ଦେଖ:rc://*/ta/man/translate/figs-explicit)