or_tn/rom/05/16.md

2.1 KiB

For the gift is not like the outcome of that one man's sin

ଏଠାରେ “ଉପହାର/ଦାନ” ଈଶ୍ବର ମୁକ୍ତଭାବରେ ଆମ୍ଭମାନଙ୍କର ପାପକୁ ଲିଭାଇ ଦେବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଏହି ଦାନ ଆଦମଙ୍କ ପାପର ଫଳ ସ୍ବରୂପ ନୁହେଁ” (ଦେଖ:rc://*/ta/man/translate/figs-explicit)

The judgment followed one trespass and brought condemnation, but the gift ... justification

ଏଠାରେ ପାଉଲ ଦୁଇଟି କାରଣ ଦିଅନ୍ତି ଯେ କାହିଁକି “ଏହି ଦାନ ଆଦମଙ୍କ ପାପର ଫଳ ସ୍ବରୂପ ନୁହେଁ I” “ଦଣ୍ଡାଜ୍ଞାର ବିଚାର” ସୂଚିତ କରେ ଯେ ଆମ୍ଭମାନଙ୍କ ପାପ ସକାଶେ ଆମ୍ଭେମାନେ ଈଶ୍ବରଙ୍କ ଦଣ୍ଡର ଯୋଗ୍ୟ ଥିଲୁ I ଅନ୍ୟ ଏକ ଅନୁବାଦରେ: ଗୋଟିଏ ପକ୍ଷରେ, ଜଣେ ବ୍ୟକ୍ତିର ପାପ ସକାଶେ ଈଶ୍ବର ଘୋଷଣା କଲେ ଯେ ସମସ୍ତ ଲୋକ ଦଣ୍ଡିତ ହେବାପାଇଁ ଯୋଗ୍ୟ ଅଟନ୍ତି, କିନ୍ତୁ ଅନ୍ୟ ପକ୍ଷରେ” (ଦେଖ:rc://*/ta/man/translate/figs-explicit)

the gift followed many trespasses and brought justification

ଆମ୍ଭେମାନେ ଯୋଗ୍ୟ ନ ହେଲେ ସୁଦ୍ଧା ଈଶ୍ବର କିପରି ଆମ୍ଭମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି, ସେହି ବିଷୟକୁଏହା ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: ଈଶ୍ବରଙ୍କ ଅନୁଗ୍ରହ ଦାନ ସକାଶେ ଆମ୍ଭମାନେ ତାହଙ୍କ ସହିତ ଧାର୍ମିକ ଗଣିତ ହୋଇଅଛୁ” (ଦେଖ:rc://*/ta/man/translate/figs-explicit)

followed many trespasses

ଅନେକଙ୍କ ପାପ ଉତ୍ତାରେ