or_tn/rom/05/14.md

1.6 KiB

Nevertheless, death

ଯଦିଓ ମୁଁ ଯାହା ଏବେ କିଛି କହିଛି ତାହା ସତ୍ୟ ଅଟେ, ମୃତ୍ୟୁ ବା “ଆଦମଙ୍କ ସମୟଠାରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ କୌଣସି ଲିଖିତ ବ୍ୟବସ୍ଥା ନ ଥିଲା, କିନ୍ତୁ ମୃତ୍ୟୁ” ([ରୋମୀୟ ୫:୧୩] (II/୦୫/୧୩Imd))I

death ruled from Adam until Moses

ପାଉଲ ମୃତ୍ୟୁ ବିଷୟରେ ଯେ କହନ୍ତି ସତେ ଯେମିତି ସେ ଏକ ରାଜା ଥିଲା ଓ ଶାସନ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସେମାନଙ୍କ ପାପର ପରିମାଣ ସ୍ବରୂପ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ ମୃତ୍ୟୁଭୋଗ କରୁଥିଲେ” (ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

even over those who did not sin like Adam's disobedience

ଯଦିଓ ଲୋକମାନଙ୍କ ପାପ ଆଦମଙ୍କ ପାପ ଠାରୁ ଭିନ୍ନ ଥିଲା, ତଥାପି ସେମାନେ ମୃତ୍ୟୁଭୋଗ କରୁଥିଲେ

who is a pattern of him who was to come

ଆଦମ ଖ୍ରୀଷ୍ଟଙ୍କ ଏକ ଢାଞ୍ଚା ଥିଲେ, ଯେ ବହୁ ସମୟ ପରେ ପ୍ରକାଶିତ ହେଲେ I ତାହାଙ୍କର ଖ୍ରୀଷ୍ଟଙ୍କ ସହିତ ବହୁତ ସାମଞସ୍ୟ ଥିଲା I