or_tn/rom/05/13.md

1.1 KiB

For until the law, sin was in the world

ଏହାର ଅର୍ଥ ହେଉଛି, ଈଶ୍ବର ବ୍ୟବସ୍ଥା ଦେବା ପୁର୍ବରୁ ଲୋକମାନେ ପାପ କଲେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବ୍ୟବସ୍ଥା ମୋଶାଙ୍କୁ ଦେବା ପୁର୍ବରୁ ଜଗତର ଲୋକମାନେ ପାପ କଲେ” (ଦେଖ:rc://*/ta/man/translate/figs-explicit)

but there is no accounting for sin when there is no law

ଏହାର ଅର୍ଥ ଏହା ଅଟେ କି ଈଶ୍ବର ଲୋକମାନଙ୍କୁ ବ୍ୟବସ୍ଥା ଦେବା ପୁର୍ବରୁ ପାପ ସକାଶେ ଦୋଷ ଅରୋପ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ବ୍ୟବସ୍ଥା ଦେବା ପୁର୍ବରୁ ବ୍ୟବସ୍ଥା ବିରୁଦ୍ଧରେ କରାଯାଇଥିବା କୌଣସି ପାପକୁ ଲିପିବଦ୍ଧ କଲେ ନାହିଁ” (ଦେଖ:rc://*/ta/man/translate/figs-explicit)