or_tn/rom/05/12.md

979 B

Connecting Statement:

ପାଉଲ ବର୍ଣ୍ଣନା କରନ୍ତି ଯେ ପରମେଶ୍ବର ମୋଶାଙ୍କୁ ବ୍ୟବସ୍ଥା ଦେବା ପୁର୍ବରୁ ମୃତ୍ୟୁ କାହିଁକି ହେଲା I

through one man sin entered ... death entered through sin

ପାଉଲ ବର୍ଣ୍ଣନା କରନ୍ତି ଯେ ପାପ ଏକ ଭୟାନକ ବିଷୟ ଅଟେ, ଯାହା “ଜଣେ ମନୁଷ୍ୟ” ଆଦମଙ୍କ କାର୍ଯ୍ୟ ଦ୍ବାରା ଜଗତକୁ ପ୍ରବେଶ କଲା। ତାପରେ ଏହି ପାପ ଏକ ପ୍ରବେଶ ଦ୍ବାର ହେଲା, ଯହିଁ ମଧ୍ୟ ଦେଇ ଏଠାରେ ଚିତ୍ରଣ କରାଯାଇଥିବା ଆଉ ଏକ ଭାୟନକ ବିଷୟ ଯେ ମୃତ୍ୟୁ ମଧ୍ୟ ଜଗତକୁ ପ୍ରବେଶ କଲା। (ଦେଖ:rc://*/ta/man/translate/figs-personification)