or_tn/rom/05/09.md

2.1 KiB

Much more, then, now that we are justified by his blood

ଏଠାରେ “ଧାର୍ମିକ ଗଣନା କଲେ” ର ଅର୍ଥ ଈଶ୍ବର ଆମ୍ଭମାନଙ୍କୁ ନିଜ ସହିତ ଏକ ସଠିକ୍ ସମ୍ପର୍କରେ ରଖିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆମ୍ଭମାନଙ୍କ ପାଇଁ କେତେ କ’ଣ କରିବେ, ଯେହେତୁ ଯୀଶୁ କ୍ରୁଶ ଉପରେ ମୃତ୍ୟୁଭୋଗ କରିବା ଦ୍ବାରା ସେ ତାହାଙ୍କ ସହିତ ଅମ୍ଭମାନଙ୍କୁ ଧାର୍ମିକ କରିଅଛନ୍ତି” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

blood

ଏହା କ୍ରୁଶରେ ଯୀଶୁଙ୍କ ପ୍ରାୟଶ୍ଚିତ୍ତକାରୀ ମୃତ୍ୟୁର ଏକ ଉପମା ଅଟେ I (ଦେଖ:rc://*/ta/man/translate/figs-metonymy)

we will be saved

ଏହାର ଅର୍ଥ ହେଉଛି, କ୍ରୁଶରେ ଯୀଶୁଙ୍କ ପ୍ରାୟଶ୍ଚିତ୍ତକାରୀ ମୃତ୍ୟୁ ଦ୍ବାରା ଈଶ୍ବର ଆମ୍ଭମାନଙ୍କୁ କ୍ଷମା କରିଅଛନ୍ତି ଓ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପର ନରକ ଦଣ୍ଡରୁ ଉଦ୍ଧାର କରିଅଛନ୍ତି I

his wrath

ଏଠାରେ “କ୍ରୋଧ” ଏକ ଉପମା ଅଟେ, ଯାହା ଯେଉଁମାନେ ତାହାଙ୍କ ବିରୋଧରେ ପାପ କରିଅଛନ୍ତି, ସେମାନଙ୍କ ପ୍ରତି ଈଶ୍ବରଙ୍କ ଦଣ୍ଡକୁ ସୂଚିତ କରେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଦଣ୍ଡ” (ଦେଖ:rc://*/ta/man/translate/figs-metonymy)