or_tn/rom/05/07.md

739 B

For one will hardly die for a righteous man

ମୃତ୍ୟୁଭୋଗ କରିବାକୁ ଚାହୁଁଥିବା, ଏପରିକି, ଜଣେ ଧାର୍ମିକ ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଭୋଗ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିକୁ ପାଇବା ବହୁତ କଷ୍ଟ ଅଟେ

That is, perhaps someone would dare to die for a good person

କିନ୍ତୁ ତୁମ୍ଭେମାନେ ଏକ ଉତ୍ତମ ବ୍ୟକ୍ତିଙ୍କ ପାଇଁ ନିଜ ଇଚ୍ଛାରେ ମୃତ୍ୟୁଭୋଗ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିକୁ ପାଇପାର