or_tn/rom/05/02.md

4 lines
720 B
Markdown

# Through him we also have our access by faith into this grace in which we stand
ଏଠାରେ “ବିଶ୍ବାସ ଦ୍ବାରା” ଯୀଶୁଙ୍କଠାରେ ଥିବା ଆମ୍ଭମାନଙ୍କ ଭରସାକୁ ସୂଚାଏ, ଯାହା ଆମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ମୁଖରେ ଛିଡା ହେବାକୁ ଦିଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଆମ୍ଭେମାନେ ଯୀଶୁଙ୍କଠାରେ ବିଶ୍ବାସ କରୁ, ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ଛାମୁରେ ଉପସ୍ଥିତ ହେବାକୁ ଦିଅନ୍ତି”