or_tn/rom/04/24.md

1.4 KiB

for us

“ଆମ୍ଭମାନଙ୍କୁ” ଶବ୍ଦଟି ପାଉଲଙ୍କୁ ଓ ଖ୍ରୀଷ୍ଟରେ ସମସ୍ତ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-inclusive)

also for us, for whom it will be counted, we who believe

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ମଧ୍ୟ ଆମ୍ଭମାନଙ୍କର ଲାଭ ପାଇଁ ଥିଲା, କାରଣ ପରମେଶ୍ବର ଆମ୍ଭମାନଙ୍କୁ ମଧ୍ୟ ଧାର୍ମିକ ବୋଲି ଗଣନା କରିବେ, ଯଦି ଆମ୍ଭେମାନେ ବିଶ୍ବାସ କରୁ” (ଦେଖ:rc://*/ta/man/translate/figs-activepassive)

him who raised Jesus our Lord from the dead

ଏଠାରେ “ମୃତ୍ୟୁରୁ ଉଠାଇଲେ!!!” ହେଉଛି ପୁନର୍ଜୀବିତ କଲେ ପାଇଁ ଗୋଟିଏ ରୂଢ଼ି । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ପୁନର୍ଜୀବିତ କଲେ, ତାହାଙ୍କୁ” (ଦେଖ:rc://*/ta/man/translate/figs-idiom)