or_tn/rom/04/14.md

1.1 KiB

heirs

ଯେଉଁ ଲୋକମାନଙ୍କ ସହିତ ପରମେଶ୍ବର ପ୍ରତିଜ୍ଞା କରିଅଛନ୍ତି, ସେହି ବିଷୟକୁ ଏମିତି କୁହାଯାଇଛି ସତେ ଯେମିତି ସେମାନେ ଗୋଟିଏ ପରିବାରର ଧନ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ। (ଦେଖ:rc://*/ta/man/translate/figs-metaphor)

if those who live by the law are to be the heirs

ଏଠାରେ “ବ୍ୟବସ୍ଥା ଦ୍ବାରା ବଞ୍ଚିବା” ବ୍ୟବସ୍ଥାକୁ ପାଳନ କରୁଥିବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଯେଉଁମାନେ ବ୍ୟବସ୍ଥାକୁ ପାଳନ କରନ୍ତି, ସେମାନେ ହିଁ ପୃଥିବୀର ଅଧିକାରୀ ହେବେ” (ଦେଖ:rc://*/ta/man/translate/figs-explicit)

faith is made empty, and the promise is void

ବିଶ୍ବାସର କିଛି ମୂଲ୍ୟ ନାହିଁ, ଓ ପ୍ରତିଜ୍ଞା ନିରର୍ଥକ ଅଟେ