or_tn/rom/04/13.md

672 B

but through the righteousness of faith

ପ୍ରଥମ ବାକ୍ୟାଂଶରୁ“ପ୍ରତିଜ୍ଞା ଆସିଲା” ଶବ୍ଦଗୁଡିକ ବୁଝିହୁଏ I ତୁମ୍ଭେମାନେ ଏହି ଲୁକ୍କାୟିତ ଶବ୍ଦଗୁଡିକ ଯୋଗକରି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ କିନ୍ତୁ ବିଶ୍ବାସ ଦ୍ବାରା ପ୍ରତିଜ୍ଞା ଆସିଲା, ଯାହାକୁ ଈଶ୍ବର ଧାର୍ମିକତା ବୋଲି ଗଣନା କରନ୍ତି” (ଦେଖ:rc://*/ta/man/translate/figs-ellipsis)