or_tn/rom/04/09.md

1.7 KiB

Then is this blessing pronounced only on those of the circumcision, or also on those of the uncircumcision?

ଗୁରୁତ୍ବ ଭାବକୁ ବଢାଇବାପାଇଁଏହି ଟିପ୍ପଣୀ ଏକ ପ୍ରଶ୍ନ ରୂପରେ ପ୍ରକାଶିତ ହୋଇଛି । ଅନ୍ୟ ଏକ ଅନୁବାଦରେ: “କ’ଣ ଈଶ୍ବର କେବଳ ସୁନ୍ନତ ଲୋକମାନଙ୍କୁ ହିଁ ଆଶୀର୍ବାଦ କରିବେ, ବା କ’ଣ ଈଶ୍ବର ଅସୁନ୍ନତ ଲୋକମାନଙ୍କୁ ଆଶୀର୍ବାଦ କରିବେ ନାହିଁ?” (ଦେଖ:rc://*/ta/man/translate/figs-rquestion)

those of the circumcision

ଏହା ଏକ ଉପମା ଅଟେ, ଯାହା ଯିହୂଦୀ ଲୋକମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ” (ଦେଖ:rc://*/ta/man/translate/figs-metonymy)

those of the uncircumcision

ଏହା ଏକ ଉପମା ଅଟେ ଯାହା ଅଣ-ଯିହୂଦୀ ଲୋକମାନଙ୍କୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ବିଜାତିମାନେ” (ଦେଖ:rc://*/ta/man/translate/figs-metonymy)

Faith was counted to Abraham as righteousness

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଧାର୍ମିକତା ବୋଲି ଗଣନା କଲେ” (ଦେଖ:rc://*/ta/man/translate/figs-activepassive)