or_tn/rom/04/07.md

797 B

whose lawless deeds are forgiven ... whose sins are covered

ସମାନ ଧାରଣାକୁ ଦୁଇ ଅଲଗା ଅଲଗା ମାଧ୍ୟମରେ କୁହାଯାଇଛି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ସେହି ଲୋକମାନଙ୍କୁ କ୍ଷାମା କରିଅଛନ୍ତି, ଯେଉଁମାନେ ବ୍ୟବସ୍ଥାକୁ ଲଂଘନ କରିଅଛନ୍ତି ... ଯାହାର ପାପ ପ୍ରଭୁ ଆଚ୍ଛାଦନ କରିଅଛନ୍ତି” (ଦେଖ:[[rc:///ta/man/translate/figs-parallelism]] ଓ [[rc:///ta/man/translate/figs-activepassive]])