or_tn/rom/04/04.md

901 B

what he is paid is not counted as a gift

ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ନିଯୁକ୍ତିକାରୀ ଯାହା ତାଙ୍କୁ ଉପହାର ସ୍ବରୂପେ ଦିଅନ୍ତି, ତାକୁ କେହି ହେଲେ ଗଣନା କରନ୍ତି ନାହିଁ” (ଦେଖ:rc://*/ta/man/translate/figs-activepassive)

but as what is owed

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯାହା ତାହାର ନିଯୁକ୍ତିକାରୀ ତାହାକୁ ଦେବାକୁ ଥାଏ” (ଦେଖ:rc://*/ta/man/translate/figs-activepassive)