or_tn/rom/04/01.md

1.0 KiB

Connecting Statement:

ପାଉଲ ସୁନିଶ୍ଚିତ କରି କହନ୍ତି ଯେ ଅତୀତରେ ବିଶ୍ବାସୀମାନେ ବିଶ୍ବାସ ଦ୍ବାରା ଈଶ୍ବରଙ୍କ ସହିତ ଧାର୍ମିକ ଗଣିତ ହୋଇଥିଲେ, ବ୍ୟବସ୍ଥା ଦ୍ବାରା ନୁହେଁ I

What then will we say that Abraham, our forefather according to the flesh, found?

ପାଉଲ ପାଠକମାନଙ୍କ ଧ୍ୟାନକୁ ଧରି ରଖିବା ପାଇଁ ଓ କିଛି ନୂଆଁ ବିଷୟ କହିବାକୁ ଆରମ୍ଭ କରିବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଆମ୍ଭମାନଙ୍କର ଶାରୀରିକ ପୁର୍ବପୁରୁଷ ଅବ୍ରାହାମ ପ୍ରାପ୍ତ ହୋଇଥିଲେ” (ଦେଖ:rc://*/ta/man/translate/figs-rquestion)