or_tn/rom/03/30.md

795 B

he will justify the circumcision by faith, and the uncircumcision through faith

ଏଠାରେ “ସୁନ୍ନତ” ଏକ ଉପମା ଅଟେ, ଯାହା ଯିହୂଦୀମାନଙ୍କୁ ଦର୍ଶାଏ ଓ “ଅସୁନ୍ନତ” ଏକ ଉପମା ଅଟେ, ଯାହା ଅଣ-ଯିହୂଦୀମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉଭୟ ଯିହୂଦୀମାନଙ୍କୁ ଓ ଅଣ-ଯିହୂଦୀମାନଙ୍କୁ, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ହେତୁ, ତାହାଙ୍କ ସହିତ ଧାର୍ମିକ ଗଣନା କରିବେ” (ଦେଖ:rc://*/ta/man/translate/figs-metonymy)