or_tn/rom/03/28.md

1.3 KiB

a person is justified by faith

ଏଠାରେ “ବିଶ୍ବାସ” ଏକ ଭାବବାଚକ ବିଶେଷ୍ୟ ଯାହା ଈଶ୍ବରଙ୍କଠାରେ ବିଶ୍ବାସ କରୁଥିବା ବ୍ୟକ୍ତିକୁ ସୂଚିତ କରେ। ଏଠାରେ “ବ୍ୟକ୍ତି” ଶବ୍ଦଟି କେହି ମଧ୍ୟ ଜଣେ ହୋଇ ପାରନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯେ କୌଣସି ବ୍ୟକ୍ତିଙ୍କୁ ଧାର୍ମିକ ଗଣନା କରିପାରିବେ ଯେ ଈଶ୍ବରଙ୍କ ଠାରେ ବିଶ୍ବାସ କରନ୍ତି” ବା “ଈଶ୍ବର ଜଣେ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି ଏଥିପାଇଁ ଯେ ସେହି ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ” (ଦେଖ:[[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-activepassive]])

without works of the law

ସେ ବ୍ୟବସ୍ଥାର କର୍ମ କରି ନ ଥିଲେ ସୁଦ୍ଧା