or_tn/rom/03/25.md

645 B
Raw Permalink Blame History

in his blood

ଏହା ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଯୀଶୁଙ୍କର ମୃତ୍ୟୁକୁ ବୁଝାଇବାପାଇଁ ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମୃତ୍ୟୁ ପାପର ଏକ ପ୍ରାୟଶ୍ଚିତ୍ତ ବା ବଳିଦାନ ସ୍ବରୂପ ଅଟେ” (ଦେଖ:rc://*/ta/man/translate/figs-metonymy)

disregard

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଅବହେଳା କରିବା କିମ୍ବା ) କ୍ଷମାଦେବା